ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିବା ପରେ ଚେତା ହରାଇଲେ ରାକ୍ଷୀ

ମୁମ୍ବାଇ: ପୁଲିସ ଷ୍ଟେସନ ବାହାରେ ‌ଚେତା ହରାଇଲେ ଅଭିନେତ୍ରୀ ରାକ୍ଷୀ ସାୱନ୍ତ। ସ୍ୱାମୀ ଆଦିଲ ଖାନ ଦୁରାନୀଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିବାର ଗୋଟିଏ ଦିନ ପରେ ରାକ୍ଷୀ ସାୱନ୍ତ ଓଶିୱାରା ପୁଲିସ ଷ୍ଟେସନ ବାହାରେ ଅଚେତ ହୋଇପଡ଼ିଥିଲେ ବୋଲି ଜଣାପଡ଼ିଛି। ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ରାକ୍ଷୀ ଫଟୋଗ୍ରାଫରଙ୍କୁ ପ୍ରତିକ୍ରିୟା ଦେଉଥିବା ବେଳେ ତଳେ ପଡ଼ିଯାଉଥିବା ଦେଖାଯାଇଛି। ଆଦିଲଙ୍କ ବିରୋଧରେ ଅଭିଯୋଗ କରିବା … Continue reading ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିବା ପରେ ଚେତା ହରାଇଲେ ରାକ୍ଷୀ